ଜାତୀୟ ଖବର ଜେନେରାଲ ବିପିନ ରାୱତଙ୍କ ନାମରେ ନାମିତ ହେଲା ଅରୁଣାଚଳର ଏକ ରାସ୍ତା ଏବଂ ଆର୍ମି କ୍ୟାମ୍ପ କିବିଥୁ: ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମାକୁ ଲାଗିଥିବା ଲୋହିତ ଉପତ୍ୟକା ନିକଟରେ ଥିବା ଏକ ସାମରିକ ବେସ୍ ଏବଂ ଏହି ପାର୍ବତ୍ୟ ଅଞ୍ଚଳର ଏକ ପ୍ରମୁଖ ରାସ୍ତାକୁ…