ଆଞ୍ଚଳିକ ଵୀର ସୁରେନ୍ଦ୍ର ସାଏ ଯୁବକ ସଂଘ ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମର ଵୀର ସୁରେନ୍ଦ୍ର ସାଏ ଯୁଵକ ସଂଘ ଆନୁକୁଲ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…