ଆଜିର ଖବର ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟାଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଆଜି ଖୋଲାଯାଇଛି। ଚାରିମାସର ବ୍ୟବଧାନ ପରେ ବାଣପୁର ତହସିଲ୍ ରେ ନୂତନ ଭାବେ ଯୋଗ…