ଅନ୍ତରାଷ୍ଟ୍ରୀୟ ସିରିଆ-ତୁର୍କୀ ପରେ ଚାଇନାରେ ୭.୩ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ: ଥରିଲା ତାଜିକିସ୍ତାନ-ଆଫଗାନିସ୍ତାନ ନୂଆଦିଲ୍ଲୀ: ସିରିଆ ଏବଂ ତୁର୍କୀରେ ହୋଇଥିବା ଭୂକମ୍ପ ଦୁଃଖଖଦ ଘଟଣା ମଧ୍ୟରେ ଆଜି ସକାଳେ ଚୀନ୍ ଏବଂ ତାଜିକିସ୍ତାନ ସୀମାରେ ୭.୩ ତୀବ୍ରତାର ଭୂକମ୍ପନ ଅନୁଭୂତ ହୋଇଛି।…