ଆଜିର ଖବର ରାସନ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଟିଏମସି ନେତା ଶଙ୍କର ଅଧ୍ୟାଙ୍କୁ କଲା ଗିରଫ ନୂଆଦିଲ୍ଲୀ: ବଙ୍ଗଳା ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଧ୍ୟରାତ୍ରିରେ ଉତ୍ତର ୨୪ ପରଗାନା ଜିଲ୍ଲାରୁ ତୃଣମୂଳ କଂଗ୍ରେସ ନେତା…