ଆଜିର ଖବର ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍ କୋଭିଡ ହସ୍ପିଟାଲ୍ରୁ ଆସିଛି ଏକ ଖୁବ୍ ଭଲ ଖବର। କୋଭିଡ୍…