ଆଜିର ଖବର ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’ ଭୁବନେଶ୍ଵର: ଓଡିଶାର ତିରିଶିଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଶଳା ବୁଢାର ବଦଲା”।…