ଜାତୀୟ ଖବର କୃଷକମାନଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଉଛନ୍ତି ସରକାର, କିଷାନ କ୍ରେଡିଟ କାର୍ଡ ଦ୍ଵାରା ପାଆନ୍ତୁ ଏହାର ଲାଭ ନୂଆଦିଲ୍ଲୀ: ଚାଷୀଙ୍କ ଆର୍ଥିକ ସ୍ଥିତିକୁ ବଦଳାଇବା ପାଇଁ ସରକାର ଅତି ଶସ୍ତା ହାରରେ ଋଣ ପ୍ରଦାନ କରନ୍ତି। ରାଜ୍ୟ ସରକାର ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି।…