ଆଜିର ଖବର ଏନଡିଏର ପ୍ରଥମ ବ୍ୟାଚ୍ ମହିଳାଙ୍କ ଟପ୍ପର ହେଲେ ହରିୟାଣାର ଝିଅ ଶାନନ୍ ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚ୍ ଶୀର୍ଷରେ ରହିଛନ୍ତି ହରିୟାଣା ରୋହତକର ଝିଅ ଶାନନ୍। ଯେଉଁଥିପାଇଁ ତାଙ୍କ ଗାଁ ସୁଦାନାରେ ବହୁତ ଖୁସିର ଲହରୀ…