ଆଜିର ଖବର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ କରାଗଲା ମୁଲତବୀ: ତୃଣମୂଳ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ସୂଚାରୁ ରୂପେ ଚାଲିପାରିନାହିଁ। ଗୁରୁବାର ପରେ ଆଜି ମଧ୍ୟ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର…