ଆଜିର ଖବର ବିଭିନ୍ନ ଦାବି ନେଇ କୃଷକ ସଂଗଠନର ଶାନ୍ତିପୂର୍ଣ୍ଣ ରାସ୍ତାରୋକ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆଜି କୃଷକ ସଂଗଠନମାନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକଠାରେ ଶାନ୍ତିପୂର୍ଣ୍ଣ ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା।…