ଶାନ୍ତି ଦେବୀ

ଭୁବନେଶ୍ବର, ଶାନ୍ତି ଦେବୀ, ଏହି ନାମଟି ପ୍ରାୟ ଲୋକଙ୍କ ପାଇଁ ଅଜଣା। କାରଣ ସେ କେବେ ବି ପ୍ରଶଂସା ବା ଲୋକ ପ୍ରିୟତା ପଛରେ ଗୋଡାନ୍ତି ନାହିଁ।…