ଆଜିର ଖବର ମଣିପୁର ହିଂସା ପାଇଁ ଓଡ଼ିଶା ନାଗରିକ ସମାଜ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ଶାନ୍ତି ସଦ୍ଭାବନା କାର୍ଯ୍ୟକ୍ରମ ଭୁବନେଶ୍ୱର: ଭାରତବର୍ଷ ହେଉଛି ଅହିଂସା, ସଦ୍ଭାବନା, ଭାଇଚାରା ଓ ଏକତାରେ ବାନ୍ଧି ହୋଇଥିବା ଦେଶ। ଏହି ଦେଶରେ ସବୁ ଧର୍ମର ସମନ୍ୱୟ ଓ ଏକତ୍ୱ ସମଗ୍ର ବିଶ୍ୱକୁ…