ଅନ୍ତରାଷ୍ଟ୍ରୀୟ ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଅବତରଣ କଲା ଇଣ୍ଡିଗୋ ବିମାନ, ୨ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ପରେ ଇଣ୍ଡିଗୋର ଶାରଜା-ହାଇଦ୍ରାବାଦ ବିମାନକୁ ପାକିସ୍ତାନର କରାଚିରେ ଅବତରଣ କରିବାକୁ ପଡିଛି। ଯେତେବେଳେ ବିମାନର ପାଇଲଟ୍ ବଯାନ୍ତ୍ରିକ ତ୍ରୁଟି ବିଷୟରେ ଜାଣିବାକୁ ପାଇଲେ,…