ଅପରାଧ ପିକଅପ ଭ୍ୟାନ ସହ ଶାଳ କାଠ ଜବତ: ୨ ଗିରଫ ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଏସ୍ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ…