ଆଜିର ଖବର ବଧୁ ହତ୍ୟା ମାମଲା: ଶାଶୁ ଶଶୁରଙ୍କୁ ଗିରଫ କଲା ବାଲୁଗାଁ ପୋଲିସ, ସ୍ବାମୀ ଫେରାର ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବଧୁ ହତ୍ୟା ମାମଲାରେ ଶାଶୁ ଶଶୁରକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ଚଳିତ ମାସ ୧୩ ତାରିଖରେ ବାଲୁଗାଁ ଥାନା…