ଆଜିର ଖବର ସେତୁ ନିର୍ମାଣ ସମୟରେ ମହାରାଷ୍ଟ୍ରରେ ବଡ ଦୁର୍ଘଟଣା, କ୍ରେନ୍ ଏବଂ ସ୍ଲାବ ପଡ଼ି ୧୭ ମୃତ ମୁମ୍ବାଇ: ସେତୁ ନିର୍ମାଣ ସମୟରେ ମହାରାଷ୍ଟ୍ରର ଥାନେରେ ଏକ ବଡ ଦୁର୍ଘଟଣା ହୋଇଛି। କ୍ରେନ୍ ଏବଂ ସ୍ଲାବ ପଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦୁର୍ଭାଗ୍ୟଜନକ…