ରାଜ୍ୟ ଖବର ପେନସନ୍ ମଞ୍ଜୁର ଲାଞ୍ଚ ମାମଲାରେ ଶିକ୍ଷକ ଓ କିରାଣୀଙ୍କୁ ୪ ବର୍ଷ ଜେଲ୍ ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରୁ ଏକ ବଡ଼ଧରଣର ଦୁର୍ନୀତି ମାମଲାରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଆଦାଲତ ଏକ କଡ଼ା ରାୟ ଶୁଣାଇଛନ୍ତି। ଜଣେ ମୃତ ଶିକ୍ଷକଙ୍କ ବିଧବା ପତ୍ନୀଙ୍କୁ…