ଆଜିର ଖବର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ ଓଡ଼ିଶା ସମେତ ୬ ଟି ରାଜ୍ୟର ଛାତ୍ରଛାତ୍ରୀ ଭୁବନେଶ୍ଵର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀମାନେ ଆଜି ରାଷ୍ଟ୍ରପତି ଭବନକୁ ପରିଦର୍ଶନ କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ।…