ଆଞ୍ଚଳିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା: କତା, କାଗଜ, ସଢ଼େଇ, ତୁଳା, ଫୋମରେ ତିଆରି ହେଲା ପାଠ୍ୟ ଉପକରଣ ରଣପୁର: ଶିକ୍ଷା ବିଭାଗର ନିର୍ଦ୍ଦେଶରେ ସାରା ଓଡିଶାର ବିଭିନ୍ନ କ୍ଲଷ୍ଟରରେ “ଆମ ସଂସ୍କୃତି ଆମ ଖେଳଣା” କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ…