PIB_NEWS ଶିକ୍ଷା ସଚିବ ଅନୀତା କରୱାଲ ସ୍କୁଲ କର୍ମଚାରୀଙ୍କ ଟିକାକରଣ ନେଇ ରାଜ୍ୟ ସହିତ କଲେ ବୈଠକ ନୂଆଦିଲ୍ଲୀ, ଶିକ୍ଷା ଏବଂ ସାକ୍ଷରତା ମନ୍ତ୍ରଣାଳୟର ସଚିବ ଅନୀତା କରୱାଲ ଆଜି ଭିଡିଓ କନଫରେନ୍ସ ଜରିଆରେ ସ୍କୁଲ ସୁରକ୍ଷା ଉପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ- NDMA…