ଆଜିର ଖବର ଛତିଶଗଡ କ୍ୟାବିନେଟରେ ବଡ ନିଷ୍ପତ୍ତି: ଏଣିକି ଶିକ୍ଷିତ ଯୁବକମାନେ ପାଇବେ ବେକାରୀ ଭତ୍ତା ନୂଆଦିଲ୍ଲୀ: ଛତିଶଗଡର ଶିକ୍ଷିତ ବେକାରଙ୍କ ପାଇଁ ଏକ ବଡ଼ ଖବର ଅଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶିକ୍ଷିତ ଯୁବକଙ୍କୁ ବେକାରୀ ଭତ୍ତା…