ରାଜ୍ୟ ଖବର ମଦ୍ୟପ କାର୍ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍, ୩ ଗୁରୁତର ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ଅଞ୍ଚଳରେ ଏକ ଅତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ କାର୍ ସମ୍ମୁଖରୁ ଆସୁଥିବା ଏକ…