ଶିଶୁ ଓ ମାତୃ ମୃତ୍ୟୁହାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋଟ୍ ବଜେଟ୍‌ର ଅତିକମ୍‌ରେ ୪୦ ପ୍ରତିଶତ କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି। ଅଙ୍ଗନବାଡ଼ି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା…