ଶିଶୁ ପୁତ୍ର ମୃତ

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖେଳୁଥିବା ଅବସ୍ଥାରେ କୂଅରେ ପଡି ପ୍ରାଣ ହରାଇଛନ୍ତି…