ଆଜିର ଖବର ଜୁନ ୧୨ରୁ ୨୦ମଧ୍ୟରେ ଏନସିପିସିଆର ପକ୍ଷରୁ ପାଳିତ ହେବ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ନୂଆଦିଲ୍ଲୀ: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଆସନ୍ତା୧୨ରୁ ୨୦ତାରିଖ ମଧ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ପାଳନ କରୁଛି। ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱବ୍ୟାପୀ…