ଆଜିର ଖବର କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଦେଖାଯାଉଛି ଏପରି ଲକ୍ଷଣ, ଶୀଘ୍ର କରାନ୍ତୁ ଚିକିତ୍ସା ନୂଆଦିଲ୍ଲୀ: କରୋନାଭାଇରସ୍ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ଯେଉଁ କାରଣରୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାର ନୂତନ ଭାରିଆଣ୍ଟଗୁଡ଼ିକ କ୍ରମାଗତ ଭାବରେ…