ଆଜିର ଖବର ଦେଶର ସମସ୍ତ ରାଜ୍ୟକୁ ଛାଡି ଶୀର୍ଷରେ ପହଞ୍ଚିଲା ଉତ୍ତରପ୍ରଦେଶ: ଏହି କାର୍ଯ୍ୟ ପାଇଁ ହେଲା ପ୍ରଥମ ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ…