ଶୀର୍ଷରେ ୧୮

ନୂଆଦିଲ୍ଲୀ: ଗତକାଲି ରାତିରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍ ର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ମୋଟ ୪୪ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି।…