ବିଶେଷ ଖବର ମମତାଙ୍କୁ ବିଜେପିର ପାଲଟା ଆକ୍ରମଣ: ଶାହାରୁଖ ଖାନଙ୍କୁ ହଟାଇ ଗାଙ୍ଗୁଲିଙ୍କୁ କରାଯାଉ ବଙ୍ଗଳାର ଆମ୍ବାସାଡର କଲିକତା: ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏବେ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଛି। ଆଇସିସି ନିର୍ବାଚନରେ ସୌରଭ ଗାଙ୍ଗୁଲିଙ୍କୁ ଅନୁମତି ଦେବାକୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ…