ଆଜିର ଖବର ମହିଳାମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭିନ୍ନ ପରିକଳ୍ପନା “ଜେମ୍ସ ଅଫ ଓଡିଶା ଇଣ୍ଡିଆ”: ଜାଣନ୍ତୁ କିପରି ନେବେ ଭାଗ? ଭୁବନେଶ୍ଵର: ସମସ୍ତେ ଚାହାଁନ୍ତି ନିଜ ନିଜର ଦକ୍ଷତା ଅନୁସାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ। ବିଶେଷ କରି ଝିଅ ବା ମହିଳାମାନେ ଘର ଚଳାଇବା…