ଆଜିର ଖବର ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ)…