ଆଜିର ଖବର ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ବାଣପୁର ଗସ୍ତ: ଅନଲାଇନ ସ୍ଲଟ ବୁକିଂକୁ ପ୍ରାଧାନ୍ୟ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଗତ କିଛି ଦିନ ହେବ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ…