ଆଜିର ଖବର ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ମିଳିଲା ସିକନ୍ଦର ଆଲାମ ସ୍ମୃତି ସମ୍ମାନ ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ…