ଆଜିର ଖବର ଆସନ୍ତା ୯ ରେ ନାଚୁଣୀ ଥାନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ: ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ସୀତାରାମ ଅଗ୍ରୱାଲ ନାଚୁଣୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଭରଚୁଆଲ ମୋଡ଼ରେ…