ଅନ୍ତରାଷ୍ଟ୍ରୀୟ କ୍ଲିନ୍ ସୁଇପ୍ ଏଡ଼ାଇବା ପାଇଁ ଟିମ୍ ଇଣ୍ଡିଆର ‘ମାଷ୍ଟର ପ୍ଲାନ୍’! ଖେଳାଳି ଏକାଦଶରେ ହେବ ବଡ଼ ପରିବର୍ତ୍ତନ ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଚଟଗାଓଁରେ ଖେଳାଯିବ। ଏହି ସିରିଜରେ ବାଂଲାଦେଶ ୨-୦ ଅଗ୍ରଣୀ…