ଆଞ୍ଚଳିକ ପବିତ୍ର ମହାଶିବରାତ୍ରିରେ ଚିଲିକାର ବିଭିନ୍ନ ଶୈବପିଠ ଦର୍ଶନ କଲେ ଆଇନ ମନ୍ତ୍ରୀ ବାଲୁଗାଁ: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବ, ଦେବୀ ମା’ ଦୁର୍ଗା, ହରିପୁରର…