ଆଜିର ଖବର ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା ବାଣପୁର: ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଠ ସାରସ୍ଵତ ସାଧକ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ଅକାଳ ବିୟୋଗ ସମଗ୍ର ବାଣପୁର ଅଞ୍ଚଳକୁ ସ୍ତବ୍ଧ କରି…