ଆଜିର ଖବର ବାଙ୍ଗାଲୋରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ବେଶ୍ ଧୁମ୍ ଧାମରେ ପାଳିଲେ ହଜାର ହଜାର ଭକ୍ତ ଭୁବନେଶ୍ଵର: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଓଡିଶା ସମତେ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସେହିଭଳି ଆଜି ବାଙ୍ଗାଲୋରର ଭିନ୍ନ ଭିନ୍ନ ଆପାର୍ଟମେଣ୍ଟରେ…