ଆଜିର ଖବର ରାଷ୍ଟ୍ରପତିଙ୍କ ଉପରେ ‘ଆପତ୍ତିଜନକ ମନ୍ତବ୍ୟ’ ମାମଲା: ବେଙ୍ଗଲ କ୍ୟାବିନେଟ ମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅଖିଲ ଗିରି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଏହା ସହିତ କ୍ୟାବିନେଟ ମନ୍ତ୍ରୀଙ୍କ…