ଆଜିର ଖବର ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଅଙ୍କୁଶ ଲଗାନଯାଉ: ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ଭୁବନେଶ୍ୱର: ମହାମାରୀ କରୋନା କମି ଆସିଥିବା ସମୟରେ ଓ ସାରା ରାଜ୍ୟରେ ସ୍ଥିତି ସୁଧୁରି ଥିବାବେଳେ ରାଜ୍ୟ ସରକାର ବହୁ କଟକଣାକୁ କୋହଳ କରିଛନ୍ତି। ଏହି ସମୟରେ…