ଶ୍ରଦ୍ଧାଳୁ ସଂଗମ

ନୂଆଦିଲ୍ଲୀ: ପବିତ୍ର ମୌନି ଅମାବାସ୍ୟାରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରୟାଗରାଜର ଶାଶ୍ୱତ ଓ ପବିତ୍ର ତ୍ରିବେଣୀ ସଂଗମରେ କୋଟି କୋଟି ଶ୍ରଦ୍ଧାଳୁ…