ଆଜିର ଖବର ଜ୍ଞାନବାପୀ ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ ଝଟକା: ଏବେ ଏହା ଉପରେ ହେବ ଶୁଣାଣି ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀର ଜ୍ଞାନବାପୀ ମସଜିଦ ମାମଲାରେ ମୁସଲମାନ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ଆବେଦନକୁ ଖାରଜ କରିବା ପରେ ମୁସଲମାନ ପକ୍ଷ…