ଆଜିର ଖବର କଣ ପାଇଁ ଠାକୁରଙ୍କୁ ଭୋଗ ଦିଆଯାଏ, କେଉଁ ଥାଳିରେ ପ୍ରସାଦ ବାଢିଲେ ଖୁସି ହୁଅନ୍ତି ଭଗବାନ ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ…