ଆଜିର ଖବର ଓଡ଼ଗାଁର ଶ୍ରୀରଘୁନାଥଜୀଉ ଏବଂ କଣ୍ଟିଲୋର ନୀଳମାଧବଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ଭୁବନେଶ୍ଵର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାବେଳେ ପରମ୍ପରା ଅନୁସାରେ ବର୍ଷର ଏଇ ଗୋଟିଏ ଦିନ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶ୍ରୀରଘୁନାଥଜୀଉଙ୍କର…