ଶ୍ରୀରଙ୍ଗପଟନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବାପୀ ମସଜିଦକୁ ନେଇ ବିବାଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କିନ୍ତୁ ସେହି ସମୟରେ ଦୂରଦୂରାନ୍ତ କର୍ଣ୍ଣାଟକରେ ମଧ୍ୟ ସମାନ ବିବାଦ ଉପୁଜିଛି।…