ଆଜିର ଖବର ଶ୍ରୀ ଅନ୍ନ ମାଣ୍ଡିଆ କ୍ରୟ ପାଇଁ ସଚେତନତା ରଥ ଉଦଘାଟିତ ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ ସଚେତନତା ରଥକୁ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ଉପ କୃଷି ଅଧିକାରୀ…