ଶ୍ରୀ ଅମରେଶ ପତ୍ରୀ

ଭୁବନେଶ୍ୱର: ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ଣରେ ଶ୍ରୀ ପତ୍ରୀ ଭୁବନେଶ୍ୱରସ୍ଥିତ ଓଏଲଆଇସି…