ଆଜିର ଖବର ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡିକୁ ଘେରିଲେ ଚାଷୀ, କ୍ଷମା ମାଗିବାକୁ କରିଲେ ଦାବି ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡିକୁ ଆଜି ଶ୍ରୀ କିରତପୁର ସାହିବର ବୁଙ୍ଗା ସାହିବରେ କୃଷକମାନେ ଘେରି ରହିଥିଲେ। ଏହା ପରେ ଚଣ୍ଡିଗଡ଼-ଉନା ରାଜପଥରେ ଏକ ଜାମ୍…