ଆଜିର ଖବର ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ନୀଳମାଧବ ଭୁବନେଶ୍ଵର: ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ବିଜେ କରିଥିବା ନୀଳମାଧବଙ୍କର ଆଜି ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହୋଇଛି।ଶ୍ରୀଜୀଉଙ୍କ ପହଡ଼ ଭଙ୍ଗ…